ENGLISH
हिंदी
मराठी
తెలుగు
தமிழ்
বাংলা
অসমীয়া বাংলা बोड़ो डोगरी ગુજરાતી ಕನ್ನಡ كأشُر कोंकणी संथाली মনিপুরি नेपाली ଓରିୟା ਪੰਜਾਬੀ संस्कृत தமிழ் తెలుగు ردو
Register
Login
କୃଷି
ସ୍ଵାସ୍ଥ୍ୟ
ଶିକ୍ଷା
ସମାଜ କଲ୍ୟାଣ
ଶକ୍ତି
ଇ-ଗଭର୍ଣ୍ଣ।ନ୍ସ
Register for Webinar
Popular Topics
ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନା
ମହିଳା ମାନଙ୍କୁ ମିଳିଲା ସମ୍ମାନ ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନା ବିଷୟରେ ସୂଚନା ।
ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ
‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ଏକ ନିର୍ଦିଷ୍ଟ-ଦିବସ କାର୍ଯ୍ୟଶୈଳୀ, ଯାହା ମାଧ୍ୟମରେ ପ୍ରତିମାସ ଦେଶବ୍ୟାପି ବିଭିନ୍ନ ମାତୃ-ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ଏହି ମିଶନ ଦ୍ଵାରା ସହରାଞ୍ଚଳରେ ବାସ କରୁଥିବା ଗରିବ ତଥା ବସ୍ତିବାସିନ୍ଦାଙ୍କୁ ମାଗଣା ବାସଗୃହ ଯୋଗାଇ ଦିଆଯିବ ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱାଳା ଯୋଜନା
ପ୍ରଧାନମନ୍ତ୍ରୀ ଉଜ୍ଵାଳା ଯୋଜନା ଦ୍ଵାରା ଗ୍ରାମୀଣ ସ୍ତରରେ ଉନ୍ନତି ହୋଇପାରିବ ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା
ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ଵାରା ଯୁବ ଗୋଷ୍ଠୀଙ୍କୁ ତାଲିମ ଦେବା । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା
ଅତ୍ୟାଧୁନିକ ପ୍ରକ୍ରିୟାକରଣ , କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି , PMKSY (ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା) ର ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା
ଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି । ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ର ସୂଚନା
ଜନ-ଧନ ଯୋଜନା ରେ ସଞ୍ଚୟ
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆର୍ଥିକ ସାକ୍ଷରତା
English to Hindi Transliterate